ଗ୍ରାମ ନାମ-ତାରପଲ୍ଲି,ପଞ୍ଚାୟତ-ବାହାରପୁର,ବ୍ଲକ-ଧରାକୋଟ,ଜିଲ୍ଲା-ଗଞ୍ଜାମ.
କମିଟି ଗଠନର ଲକ୍ଷ-କମିଟି ଗଠନ କରିବା ଦ୍ଵାରା ଲୋକମାନେ ଅନେକ ବିପଦ ସମୟରେ ଯାହାକି ବନ୍ୟା,ବାତ୍ୟା,ମରୁଡି,ବଜ୍ରପାତ ଓ ଅନ୍ଯାନ୍ଯ ବିପର୍ଜୟ ସମୟରେ ଲୋକମାନେ କିପରି ଭାବରେ ନିଜେ ନିଜକୁ ରକ୍ଷା କରିପାରିବେ ସେ ବିଷୟରେ ଆଲୋଚନା କରଯାଇଥିଲା ଏବୋଂ ଏକ ଗ୍ରାମ୍ୟ ବିପର୍ଜୟ ପରିଚାଳନା କମିଟି ର ସଦସ୍ୟ ସଂଖ୍ୟା-୧୫ ଜଣଙ୍କୁ ନେଇ ଗଠନ କରଯାଇଥିଲା।
#ganjamdistrictadministration #VDMP
0
0
0
0