How to sit, how to stand, how to breathe, how to do everything, how your heart should beat, how the life within you should pulse – when you pay Attention to everything, you are in Yoga. #SadhguruQuotes
Sadhguru.org/IE
#yoga #meditation
Your opinions are a wall – not just for others, but also for yourself. A closed mind means closed possibilities. #SadhguruQuotes
As a Human Being, do not think about where life will take you. Think about where You want to take it. #SadhguruQuotes
ଜଣେ ମନୁଷ୍ୟ ଭାବରେ, ଜୀବନ ଆପଣଙ୍କୁ କେଉଁଠିକି ନେଇଯିବ ସେକଥା ଭାବନ୍ତୁନି । ଆପଣ ତାକୁ କେଉଁଠିକି ନେଇଯିବାକୁ ଚାହାଁନ୍ତି ସେକଥା ଭାବନ୍ତୁ ।
#SadhguruOdia #ସଦ୍ଗୁରୁ #ସଦ୍ଗୁରୁଓଡ଼ିଆ #ସଦ୍ଗୁରୁଙ୍କବାଣୀ #ଓଡ଼ିଆ
ଗଣେଶ ବା ଗଣପତି, କେବଳ ଅସାଧାରଣ ରୂପେ ବୁଦ୍ଧିମାନ ନୁହନ୍ତି - ସେ ବିଘ୍ନ ହର୍ତ୍ତା । ସର୍ବୋପରି, ଆପଣ ସୁନିଶ୍ଚିତ କରନ୍ତୁ ଯେ ନିଜ ଜୀବନରେ ଆପଣ ନିଜେହିଁ ବିଘ୍ନ ନ ବନନ୍ତୁ ।
Ganesh, or Ganapati, is not only a brilliant head – he is the Remover of Obstacles. Above all, make sure You are not the obstacle in your life. #SadhguruQuotes #GaneshaChaturthi
ଦୁଇ ପ୍ରକାର ଲୋକ ଅଛନ୍ତି: କିଛି ଲୋକ ଜିନିଷ ଗୁଡ଼ିକୁ କାର୍ଯ୍ୟକାରୀ କରନ୍ତି, ଆଉ କିଛି ଲୋକ ତାହା ଭଲରେ କାର୍ଯ୍ୟକାରୀ ହେଲେ ମଜା ନିଅନ୍ତି ଓ ଭଲ ନହେଲେ ଅଭିଯୋଗ କରନ୍ତି ।
There are two kinds of people: those who make things happen, and those who enjoy it when it happens well, and complain when it does not. #SadhguruQuotes #SadhguruOdia #ସଦ୍ଗୁରୁ #ସଦ୍ଗୁରୁଓଡ଼ିଆ #ସଦ୍ଗୁରୁଙ୍କବାଣୀ #ଓଡ଼ିଆ
ବୁଦ୍ଧିର ତୀକ୍ଷ୍ମତା ଅନ୍ୟ କାହାକୁ ମାତ୍ ଦେବା ବିଷୟରେ ନୁହେଁ । ଏହା ଜୀବନ ଯେମିତି ତାକୁ ସେମିତି ଦେଖିବା ବିଷୟରେ ।
Sharpness of the intellect is not about outsmarting someone else. It means seeing life just the way it is. #SadhguruQuotes #SadhguruOdia #ସଦ୍ଗୁରୁ #ସଦ୍ଗୁରୁଓଡ଼ିଆ #ସଦ୍ଗୁରୁଙ୍କବାଣୀ #ଓଡ଼ିଆ
ନିଜର ପୂର୍ଣ୍ଣ କ୍ଷମତା ହାସଲ କରିନେବା ଭଳି କିଛି ନ ଥାଏ । ଜଣେ ମନୁଷ୍ୟ ଭାବରେ, ଆପଣ ଏକ ଅସୀମ ସମ୍ଭାବନା ଅଟନ୍ତି ।
There is no such thing as having achieved your fullest potential. As a Human Being, you are a Limitless Possibility. #SadhguruQuotes #SadhguruOdia #ସଦ୍ଗୁରୁ #ସଦ୍ଗୁରୁଓଡ଼ିଆ #ସଦ୍ଗୁରୁଙ୍କବାଣୀ #ଓଡ଼ିଆ
ଯେତେବେଳେ ଆପଣ ଜିନିଷ ଗୁଡ଼ିକୁ ଅଭ୍ୟାସଗତ ଭାବେ
କରନ୍ତି, ତାହା ସହଜ ଲାଗେ । କିନ୍ତୁ ସଚେତନ କ୍ରିୟା ବିନା, କୌଣସି ବିକାଶ ହୁଏ ନାହିଁ ।
When you do things habitually, it seems easier. But without Conscious Action, there is no Growth. #SadhguruQuotes #SadhguruOdia #ସଦ୍ଗୁରୁ #ସଦ୍ଗୁରୁଓଡ଼ିଆ #ସଦ୍ଗୁରୁଙ୍କବାଣୀ #ଓଡଆ
ଆପଣଙ୍କ ବିଚାର ଓ ଆବେଗ ଆପଣଙ୍କ ଦ୍ଵାରା ନିର୍ମିତ। ସେଗୁଡିକ ସହିତ ଆପଣଙ୍କ ଆସକ୍ତି ଓ ସେଥିରେ ଛନ୍ଦିହେବା ମଧ୍ଯ ଆପଣଙ୍କ ଦ୍ଵାରା ନିର୍ମିତ ।
Your thoughts and emotions are your creation. Your attachment and entanglement with them are also your creation.
#SadhguruQuotes #SadhguruOdia #ସଦ୍ଗୁରୁ #ସଦ୍ଗୁରୁଓଡ଼ିଆ #ସଦ୍ଗୁରୁଙ୍କବାଣୀ #ଓଡ଼ିଆ
ଯଦି ସମସ୍ତେ ଆପଣଙ୍କ ପ୍ରେମରେ ପଡିଯାଆନ୍ତୁ ବୋଲି ଚାହାଁନ୍ତି, ତେବେ ଆପଣଙ୍କୁ ପ୍ରଥମେ ସେ ସମସ୍ତଙ୍କ ପ୍ରେମରେ ପଡ଼ିବାକୁ ହେବ ।
If you want everyone to fall in Love with you, you must first fall in Love with all of them.
#SadhguruQuotes #SadhguruOdia #ସଦ୍ଗୁରୁ #ସଦ୍ଗୁରୁଓଡ଼ିଆ #ସଦ୍ଗୁରୁଙ୍କବାଣୀ #ଓଡ଼ିଆ
ଯଦି ପ୍ରତିଦିନ ଆପଣ ଗୋଟିଏ ସୀମିତତାକୁ ଅତିକ୍ରମ କରିବେ, ତେବେ ଆପଣଙ୍କର ଯେତେ ବି ସୀମିତତା ଥାଉନା କାହିଁକି, ଦିନେ ନା ଦିନେ ଆପଣ ମୁକ୍ତ ହୋଇଯିବେ ।
If every day you break one limitation, then no matter how many you have, one day you will be Liberated.
#SadhguruQuotes #SadhguruOdia #ସଦ୍ଗୁରୁ #ସଦ୍ଗୁରୁଓଡ଼ିଆ #ସଦ୍ଗୁରୁଙ୍କବାଣୀ #ଓଡ଼ିଆ
କର୍ମ ହେଉଛି ଉତ୍ତରଦାୟିତ୍ୱର ଭାର ସ୍ୱର୍ଗଠାରୁ ହଟାଇ ନିଜ ହାତକୁ ନେବା ବିଷୟରେ । ଏହିପରି ଆପଣ ସ୍ୱୟଂ ନିଜ ଭାଗ୍ୟର ନିର୍ମାତା ହୋଇଯାଆନ୍ତି।
Karma is about shifting Responsibility from heaven to yourself. This is how you become the very Maker of your own Destiny.
#SadhguruQuotes #SadhguruOdia #ସଦ୍ଗୁରୁ #ସଦ୍ଗୁରୁଓଡ଼ିଆ #ସଦ୍ଗୁରୁଙ୍କବାଣୀ #ଓଡ଼ିଆ
ଜୀବନରେ ସମାପ୍ତିର ରେଖାକୁ ଖୋଜନ୍ତୁ ନାହିଁ । ଜୀବନ-ଯାତ୍ରା ସ୍ୱୟଂ ନିଜେ ହିଁ ଗନ୍ତବ୍ୟସ୍ଥଳ ଅଟେ ।
Do not look for the finish line. With Life, the Journey itself is the Destination.
#SadhguruQuotes #SadhguruOdia #ସଦ୍ଗୁରୁ #ସଦ୍ଗୁରୁଓଡ଼ିଆ #ସଦ୍ଗୁରୁଙ୍କବାଣୀ #ଓଡ଼ିଆ
It is all right if the world thinks you are weird. Everyone is different, so everyone is weird in someone’s eyes. Happily weird or miserably weird – your choice. #SadhguruQuotes
If you have a longing for mysticism, Naga will help you break through the present limitations of your Perception to know other dimensions of Life. #SadhguruQuotes
Cuidar do meio ambiente não é uma obrigação – nosso meio ambiente é a nossa vida. - Sadhguru
#WorldEnvironmentDay #SadhguruQuotes #natureza #nature #meioambiente #ishafoundation #isha